Jump to content

ପ୍ରସିଦ୍ଧ

ଉଇକିଅଭିଧାନ‌ରୁ

ପ୍ରସିଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ପ୍ରସିଦ୍ଧି, ପ୍ରସିଦ୍ଧତାବି

  • (file)
  • (file)

ସଂସ୍କୃତ - ବିଶେଷଣ - (ପ୍ର+ସିଧ୍ ଧାତୁ=ସମ୍ପନ୍ନ ହେବା+କର୍ତ୍ତୃ. ତ)

[ସମ୍ପାଦନା]
୧. ବିଖ୍ୟାତ —୧. Celebrated; famous soted.
୨. ଅଳଙ୍କୃତ; ଭୂଷିତ — ୨. Adorned; ornamented.
୩. ଉନ୍ନତ —୩. Enlightened.

ଦେଶଜ - ଅ

[ସମ୍ପାଦନା]

ନିଶ୍ଚେ —Certainly.

ଜଳତତ୍ତ୍ୱେ ପୁଣ୍ୟ କଲେ ଆବର ବା ଯୁଦ୍ଧ ଜାଣିବ ଏ ଦୁଇ କଥା ମିଳିବ ପ୍ରସିଦ୍ଧ ପ୍ରାଚୀ. ଶିବସ୍ୱରୋଦୟ