Jump to content

ଓଡ଼ିଆରେ ଟାଇପ କରିବା ପାଇଁ ଏହି ପୃଷ୍ଠାର ବାମ ପଟେ ତଳେ ଥିବା ଅଲଗା ଭାଷାରେ କିମ୍ବା Languages କଡ଼ରେ ଥିବା ଉପରେ କ୍ଲିକ କରି ଓଡ଼ିଆ ବାଛନ୍ତୁ ।
  Typing Support    Odia Typing Layout     କର୍ମଶାଳା     ପ୍ରଶ୍ନ ପଚାରନ୍ତୁ   Odia Wikipedia

ତୋଷକ

ଉଇକିଅଭିଧାନ‌ରୁ

ତୋଷକ

ଉଚ୍ଚାରଣ

[ସମ୍ପାଦନା]
(ତୋଷିକା—ସ୍ତ୍ରୀ)
  • Duration: 2 seconds.(file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ଫୁ. (ତୁଷ୍. ଧାତୁ ଣିଚ୍; ତୋଷି. ଧାତୁ+ଅକ)

[ସମ୍ପାଦନା]

ସୁଖଦ; ସନ୍ତୋଷପ୍ରଦ —Pleasing; that which gives pleasure or comfort; gratifying.

ବୈଦେଶିକ - ବିଶେଷ୍ୟ - (ତୁର୍କୀ ତୋଶକ୍=ଗଦି) ତୁଳ. ସଂସ୍କୃତ - ତୋଷକ)

[ସମ୍ପାଦନା]
୧. କପାତୁଳା ବା ନଡ଼ିଆକତା ପୂରା ଯାଇଥିବା ପତଳା ଶେଯ; ରେଜେଇ —୧. Quilt; thin cotton mattress; mattress stuffed with cotton or coir,
୨. ଗଦ୍ଦି —୨. Cushion.