ତୋଷକ

ଉଇକିଅଭିଧାନ‌ରୁ

ତୋଷକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତୋଷିକା—ସ୍ତ୍ରୀ)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ଫୁ. (ତୁଷ୍. ଧାତୁ ଣିଚ୍; ତୋଷି. ଧାତୁ+ଅକ)[ସମ୍ପାଦନା]

ସୁଖଦ; ସନ୍ତୋଷପ୍ରଦ —Pleasing; that which gives pleasure or comfort; gratifying.

ବୈଦେଶିକ - ବିଶେଷ୍ୟ - (ତୁର୍କୀ ତୋଶକ୍=ଗଦି) ତୁଳ. ସଂସ୍କୃତ - ତୋଷକ)[ସମ୍ପାଦନା]

୧. କପାତୁଳା ବା ନଡ଼ିଆକତା ପୂରା ଯାଇଥିବା ପତଳା ଶେଯ; ରେଜେଇ —୧. Quilt; thin cotton mattress; mattress stuffed with cotton or coir,
୨. ଗଦ୍ଦି —୨. Cushion.