ତୋଷକ
ଦେଖଣା
ତୋଷକ
ଉଚ୍ଚାରଣ
[ସମ୍ପାଦନା](ତୋଷିକା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ଫୁ. (ତୁଷ୍. ଧାତୁ ଣିଚ୍; ତୋଷି. ଧାତୁ+ଅକ)
[ସମ୍ପାଦନା]ସୁଖଦ; ସନ୍ତୋଷପ୍ରଦ —Pleasing; that which gives pleasure or comfort; gratifying.
ବୈଦେଶିକ - ବିଶେଷ୍ୟ - (ତୁର୍କୀ ତୋଶକ୍=ଗଦି) ତୁଳ. ସଂସ୍କୃତ - ତୋଷକ)
[ସମ୍ପାଦନା]- ୧. କପାତୁଳା ବା ନଡ଼ିଆକତା ପୂରା ଯାଇଥିବା ପତଳା ଶେଯ; ରେଜେଇ —୧. Quilt; thin cotton mattress; mattress stuffed with cotton or coir,
- ୨. ଗଦ୍ଦି —୨. Cushion.