ଜିଲ୍
ଦେଖଣା
ଜିଲ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝୀଲ୍ଲୀ; ତୁଳ. ଫାରାସୀ - ଜୀର୍)
[ସମ୍ପାଦନା]- ୧. ବେହେଲାରୁ ନିଃସ୍ରତ ୪ ଗୋଟି ସ୍ୱର ମଧ୍ୟରୁ ଏକତମ; କେଁକେଁୟାଁ ସ୍ୱର —୧. Shrill note of the violin
- ୨. ବେହେଲାରୁ ତୀବ୍ର ସ୍ୱରବିଶିଷ୍ଟ ତାର ବା ତନ୍ତ୍ରୀ — ୨. The treble string of a violin.
[ଦ୍ରଷ୍ଟବ୍ୟ —ବେହେଲାର୪ଗୋଟି ତାରରୁ୪ଗୋଟି ସ୍ୱର ବାହାରେ ଯଥା—ଜିଲ୍ ବା ପଞ୍ଚମ, ସୁର, ମଧ୍ୟମ ଓ ଖାଦ; ଖାଦ ସବୁଠାରୁ ଉଚ୍ଚ ଓ ଜିଲ୍ ସବୁଠାରୁ ତୀଷ୍ଣ]
- ୩. ତବଲା ବା ପଖୋଜର ବାମ ପାଖରୁ ଉଠିବା ସ୍ୱର — ୩. The sound produced by the left hand side of a drum.
ବୈଦେଶିକ - ବିଶେଷ୍ୟ - (ଆରବୀ - ଜିଲ୍ଲା)
[ସମ୍ପାଦନା]ଔଜ୍ଜ୍ୱଲ୍ୟ —Brightness.