ଜିଲ୍

ଉଇକିଅଭିଧାନ‌ରୁ

ଜିଲ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝୀଲ୍ଲୀ; ତୁଳ. ଫାରାସୀ - ଜୀର୍)[ସମ୍ପାଦନା]

୧. ବେହେଲାରୁ ନିଃସ୍ରତ ୪ ଗୋଟି ସ୍ୱର ମଧ୍ୟରୁ ଏକତମ; କେଁକେଁୟାଁ ସ୍ୱର —୧. Shrill note of the violin
୨. ବେହେଲାରୁ ତୀବ୍ର ସ୍ୱରବିଶିଷ୍ଟ ତାର ବା ତନ୍ତ୍ରୀ — ୨. The treble string of a violin.

[ଦ୍ରଷ୍ଟବ୍ୟ —ବେହେଲାର୪ଗୋଟି ତାରରୁ୪ଗୋଟି ସ୍ୱର ବାହାରେ ଯଥା—ଜିଲ୍ ବା ପଞ୍ଚମ, ସୁର, ମଧ୍ୟମ ଓ ଖାଦ; ଖାଦ ସବୁଠାରୁ ଉଚ୍ଚ ଓ ଜିଲ୍ ସବୁଠାରୁ ତୀଷ୍ଣ]


୩. ତବଲା ବା ପଖୋଜର ବାମ ପାଖରୁ ଉଠିବା ସ୍ୱର — ୩. The sound produced by the left hand side of a drum.

ବୈଦେଶିକ - ବିଶେଷ୍ୟ - (ଆରବୀ - ଜିଲ୍ଲା)[ସମ୍ପାଦନା]

ଔଜ୍ଜ୍ୱଲ୍ୟ —Brightness.