ଜବାବ୍ଦେହି
ଦେଖଣା
ଜବାବ୍ଦେହି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜବାବଦେହ୍=ଉତ୍ତରଦାୟକ; ଜବାବଦେହୀ=ଉତ୍ତରଦାୟତ୍ୱ)
[ସମ୍ପାଦନା]- ୧. ଦାୟିତ୍ୱ — ୧. Responsibility; liability.
- ୨. କୈପିୟତ୍ — ୨. Explanation.
ବିଶେଷଣ -
[ସମ୍ପାଦନା]- ୧. ଗୁରୁତର ଦାୟିତ୍ୱପୂର୍ଣ୍ଣ — ୧. Full of responsibility; grave.
- ୨. ଯାହା ଉପରେ ଦାୟିତ୍ୱ ଥାଏ —୨. REsponsible.
- ୩. କୌଫିୟତ୍ ଦେବାର ଉପଯୁକ୍ତ —୩. Requiring explanation; fit to be explained.