ଜବାବ୍‌ଦେହି

ଉଇକିଅଭିଧାନ‌ରୁ

ଜବାବ୍‌ଦେହି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜବାବଦେହ୍=ଉତ୍ତରଦାୟକ; ଜବାବଦେହୀ=ଉତ୍ତରଦାୟତ୍ୱ)[ସମ୍ପାଦନା]

୧. ଦାୟିତ୍ୱ — ୧. Responsibility; liability.
୨. କୈପିୟତ୍ — ୨. Explanation.

ବିଶେଷଣ -[ସମ୍ପାଦନା]

୧. ଗୁରୁତର ଦାୟିତ୍ୱପୂର୍ଣ୍ଣ — ୧. Full of responsibility; grave.
୨. ଯାହା ଉପରେ ଦାୟିତ୍ୱ ଥାଏ —୨. REsponsible.
୩. କୌଫିୟତ୍ ଦେବାର ଉପଯୁକ୍ତ —୩. Requiring explanation; fit to be explained.