ଚାନ୍ଦି
ଚାନ୍ଦି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଚାନ୍ଦି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚନ୍ଦ୍ର)[ସମ୍ପାଦନା]
୧ : ବିଶୁଦ୍ଧ ରୌପ୍ୟ — ୧. Pure silver.
୨ : (ସଂସ୍କୃତ - ଚନ୍ଦ୍ରକ, ଚନ୍ଦ୍ରଗୋଳିକା) ମତ୍ସ୍ୟ ବିଶେଷ — ୨. Ambassia Ranga; a kind of fish.
[ଦ୍ରଷ୍ଟବ୍ୟ — ଏମାନେ ଚେପଟା ଓ ଦେଖିବାକୁ ଧଳା; ପିଠିରେ କଣ୍ଟାଳିଆ ଡେଣା ଥାଏ ଏମାନଙ୍କୁ 'ଟଙ୍କାଚାନ୍ଦି' ମଧ୍ୟ କୁହାଯାଏ ଏ ମାଛର ବ୍ୟାସ ୧ ଠାରୁ ୨ ଇଞ୍ଚ ]
୩ : ଗୋଡ଼ର ତଳିପା —୩. The sole or heel of the foot.
[ଯଥା—ବହୁତ ବାଟ ଚାଲିବାରୁ ତା ଚାନ୍ଦି ଫୁଟିଗଲା ]
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]
ଘୋଡ଼ା ଓ ଗୋରୁଙ୍କ ଖୁରାରେ ମରାଯିବା ନାଲ ବା ଲୁହାପାତିଆ —Horse-shoe; shoes for the hoofs of bullocks.