ଚାନ୍ଦି

ଉଇକିଅଭିଧାନ‌ରୁ

ଚାନ୍ଦି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚନ୍ଦ୍ର)[ସମ୍ପାଦନା]

୧ : ବିଶୁଦ୍ଧ ରୌପ୍ୟ — ୧. Pure silver.

୨ : (ସଂସ୍କୃତ - ଚନ୍ଦ୍ରକ, ଚନ୍ଦ୍ରଗୋଳିକା) ମତ୍ସ୍ୟ ବିଶେଷ — ୨. Ambassia Ranga; a kind of fish.

[ଦ୍ରଷ୍ଟବ୍ୟ — ଏମାନେ ଚେପଟା ଓ ଦେଖିବାକୁ ଧଳା; ପିଠିରେ କଣ୍ଟାଳିଆ ଡେଣା ଥାଏ ଏମାନଙ୍କୁ 'ଟଙ୍କାଚାନ୍ଦି' ମଧ୍ୟ କୁହାଯାଏ ଏ ମାଛର ବ୍ୟାସ ୧ ଠାରୁ ୨ ଇଞ୍ଚ ]

୩ : ଗୋଡ଼ର ତଳିପା —୩. The sole or heel of the foot.

[ଯଥା—ବହୁତ ବାଟ ଚାଲିବାରୁ ତା ଚାନ୍ଦି ଫୁଟିଗଲା ]

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ଘୋଡ଼ା ଓ ଗୋରୁଙ୍କ ଖୁରାରେ ମରାଯିବା ନାଲ ବା ଲୁହାପାତିଆ —Horse-shoe; shoes for the hoofs of bullocks.