ଚାନ୍ଦି
ଦେଖଣା
ଚାନ୍ଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚାନ୍ଦି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚନ୍ଦ୍ର)
[ସମ୍ପାଦନା]୧ : ବିଶୁଦ୍ଧ ରୌପ୍ୟ — ୧. Pure silver.
୨ : (ସଂସ୍କୃତ - ଚନ୍ଦ୍ରକ, ଚନ୍ଦ୍ରଗୋଳିକା) ମତ୍ସ୍ୟ ବିଶେଷ — ୨. Ambassia Ranga; a kind of fish.
[ଦ୍ରଷ୍ଟବ୍ୟ — ଏମାନେ ଚେପଟା ଓ ଦେଖିବାକୁ ଧଳା; ପିଠିରେ କଣ୍ଟାଳିଆ ଡେଣା ଥାଏ ଏମାନଙ୍କୁ 'ଟଙ୍କାଚାନ୍ଦି' ମଧ୍ୟ କୁହାଯାଏ ଏ ମାଛର ବ୍ୟାସ ୧ ଠାରୁ ୨ ଇଞ୍ଚ ]
୩ : ଗୋଡ଼ର ତଳିପା —୩. The sole or heel of the foot.
[ଯଥା—ବହୁତ ବାଟ ଚାଲିବାରୁ ତା ଚାନ୍ଦି ଫୁଟିଗଲା ]
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
[ସମ୍ପାଦନା]ଘୋଡ଼ା ଓ ଗୋରୁଙ୍କ ଖୁରାରେ ମରାଯିବା ନାଲ ବା ଲୁହାପାତିଆ —Horse-shoe; shoes for the hoofs of bullocks.