Jump to content

ତସ୍‌ଦିଗ

ଉଇକିଅଭିଧାନ‌ରୁ

ତସ୍‌ଦିଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତସଦୀକ୍) (କଚିରିଆ)

[ସମ୍ପାଦନା]
୧. କୌଣସି ବିଷୟର ସତ୍ୟତା ସମ୍ୱନ୍ଧେ ପ୍ରମାଣ ବା ସମର୍ଥନ — ୧. Verification.
୨. କୌଣସି ବିଷୟର ସତ୍ୟତା ହାକିମଙ୍କ ଆଗରେ ପ୍ରମାଣସ୍ୱରୂପ ସ୍ୱୀକାର କରିବା; ଚିହ୍ନଟ — ୨. Attestation; identification.
୩. କୌଣସି ଦଲିଲ ପରୀକ୍ଷା କରି ସେଥିରେ କରାଯିବା ହାକିମଙ୍କର ଦସ୍ତଖତ୍ —୩. Countersignature of an authority on a document.
୪. ସାକ୍ଷ୍ୟ; ଗଭେଇ —୪. Testimony.