ତସ୍‌ଦିଗ

ଉଇକିଅଭିଧାନ‌ରୁ

ତସ୍‌ଦିଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତସଦୀକ୍) (କଚିରିଆ)[ସମ୍ପାଦନା]

୧. କୌଣସି ବିଷୟର ସତ୍ୟତା ସମ୍ୱନ୍ଧେ ପ୍ରମାଣ ବା ସମର୍ଥନ — ୧. Verification.
୨. କୌଣସି ବିଷୟର ସତ୍ୟତା ହାକିମଙ୍କ ଆଗରେ ପ୍ରମାଣସ୍ୱରୂପ ସ୍ୱୀକାର କରିବା; ଚିହ୍ନଟ — ୨. Attestation; identification.
୩. କୌଣସି ଦଲିଲ ପରୀକ୍ଷା କରି ସେଥିରେ କରାଯିବା ହାକିମଙ୍କର ଦସ୍ତଖତ୍ —୩. Countersignature of an authority on a document.
୪. ସାକ୍ଷ୍ୟ; ଗଭେଇ —୪. Testimony.