ଗଗଛ ଉଡ଼ାଇବା
ଦେଖଣା
ଗଗଛ ଉଡ଼ାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗଗଛ ଉଡ଼ାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ବିଶେଷଭାବରେ ମାଡ଼ ବା ପ୍ରହାର କରିବା —To give a sound beating;to horse-whip.
[ଯଥା—ତା ଉପରେ ମୁଁ ଗଗଚ୍ଛ ଉଡ଼ାଇ ଦେବି]