ଧୀବର
Appearance
ଧୀବର
ଉଚ୍ଚାରଣ
[ସମ୍ପାଦନା](ଧୀବରୀ—ସ୍ତ୍ରୀ)
(ଧୀବରକ—ଅନ୍ୟରୁପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଧୀ ଧାତୁ=ଧାରଣା କରିବା+କର୍ତ୍ତୃ. ବର; ମାଛ ଧରିବା ଯାହାର ଜୀବିକା)
[ସମ୍ପାଦନା]- ୧. ମାଛ ଧରିବା ଓ ବିକ୍ରୟ କରିବା ଯେଉଁ ଜାତିର ବ୍ୟବସାୟ; କୈବରି; ଜାଲିଆ; କେଉଟ —୧. Fisherman.
- ୨. ଲୌହ —୨. Iron.
- ୩. ଦାସ; ସେବକ —୩. Slave; servant.
- ୪. କୃଷ୍ଣକାୟ ବ୍ୟକ୍ତି (ହିନ୍ଦୀ - ଶବ୍ଦସାଗର) — ୪. A man of very dark complexion; a dark-skinned person.