Jump to content

ଧୀବର

ଉଇକିଅଭିଧାନ‌ରୁ

ଧୀବର

ଉଚ୍ଚାରଣ

[ସମ୍ପାଦନା]
(ଧୀବରୀ—ସ୍ତ୍ରୀ) 

(ଧୀବରକ—ଅନ୍ୟରୁପ)

  • (file)

ସଂସ୍କୃତ - ବିଶେଷ୍ୟ - (ଧୀ ଧାତୁ=ଧାରଣା କରିବା+କର୍ତ୍ତୃ. ବର; ମାଛ ଧରିବା ଯାହାର ଜୀବିକା)

[ସମ୍ପାଦନା]
୧. ମାଛ ଧରିବା ଓ ବିକ୍ରୟ କରିବା ଯେଉଁ ଜାତିର ବ୍ୟବସାୟ; କୈବରି; ଜାଲିଆ; କେଉଟ —୧. Fisherman.
୨. ଲୌହ —୨. Iron.
୩. ଦାସ; ସେବକ —୩. Slave; servant.
୪. କୃଷ୍ଣକାୟ ବ୍ୟକ୍ତି (ହିନ୍ଦୀ - ଶବ୍ଦସାଗର) — ୪. A man of very dark complexion; a dark-skinned person.