ଚଲାଇବା
ଦେଖଣା
ଚଲାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଚାଲିବାର ଣିଜନ୍ତ ରୂପ —୧. Causative form of chālibā
- ୨. କୌଣସି ବ୍ୟକ୍ତି ପାଦଚରଣଦ୍ୱାରା ରାତି କରିବାର ଘଟନା କରିବା —୨. To cause a person to walk.
(ଯଥା—ବାପା ଖଣ୍ଡେ ଗାଡ଼ି ଭଡ଼ା ନ କରି ୫ବର୍ଷର ପିଲାଟାକୁ ତିନିକୋଶ ବାଟ ଚଲାଇଲେ)
- ୩. ଚାଲୁଣୀଦ୍ୱାରା କୌଣସି ବସ୍ତୁରୁ ସୂକ୍ଷ୍ମାଂଶ ବା ଚୋପା ବାହର କରିବା —୩. Sift with a sieve.
- ୪. ପ୍ରଚାରିତ କରିବା; ଜାରୀ କରିବା — ୪. To promulgate.
(ଯଥା—ମେନେଜର ବାବୁ ଚଉକିରେ ବସି ତୁଚ୍ଛା ହୁକୁମ ଚଳାଉ ଅଛନ୍ତି)
- ୫. ଅଙ୍ଗରେ ଅସ୍ତ୍ରାଦି ପ୍ରୟୋଗ କରିବା —୫. To apply a knife or other insrument to the body.
(ଯଥା—ଡ଼ାକ୍ତର ବ୍ରଣରେ ଛୁରୀ ଚଳାଇଲେ; ସେ ମିଜ ତଣ୍ଟିରେ ଖୁରା ଚଳାଇଦେଲା)
- ୬. ଅସ୍ତ୍ରଶସ୍ତ୍ର ଓ ଯନ୍ତ୍ରାଦିଦ୍ୱାରା ଅଭିପ୍ରେତ କର୍ମ କରିବା — ୬. To wield a weapon or instrument.
(ଯଥା—ବନ୍ଧୁକ ଚଲାଇବା, ଖଣ୍ଡା ଚଲାଇବା. ଠେଙ୍ଗା ଚଲାଇବା)
- ୭. ତନଖିବା; ସୁପରିଚାଳିତ କରିବା —୭. To manage.
(ଯଥା—ସ୍କୁଲ ଚଲାଇବା; ଜମିଦାରୀ ଚଲାଇବା)
ଅନୁବାଦ
[ସମ୍ପାଦନା](ଚଲେଇବା—ଅନ୍ୟରୂପ)
- ୮. ପାଦଦ୍ୱାରା ଗମନ କରିବା; ଚାଲିଯିବା — ୮. To walk.
(ଯଥ—ବାବାଜୀଙ୍କଠାରୁ ବିଦାକି ପାଇ ଦିହୁଡ଼ିରୁ ଚଲାଇଲେ)
- ୯. କୌଣସି ସ୍ଥାନ ତ୍ୟାଗ କରିବା —୯. To go away. from or leave a place.
- ୧. ମୃତ ହେବା; ପରଲୋକ ଗମନ କରିବା —୧୦. To die.
(ଯଥା—ଗୁରୁଦେବ ଶିଷ୍ୟମାନଙ୍କୁ ଛାଡ଼ିଦେଇ ଚଲାଇଲେ)