Jump to content

ଦ୍ୱିକର୍ମକ

ଉଇକିଅଭିଧାନ‌ରୁ

ଦ୍ୱିକର୍ମକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

(ଯେଉଁ କ୍ରିୟାର) ଦୁଇଟି କର୍ମ ଥାଏ — (a verb) Governing two objects.

(ଉଦାହରଣ—ଶିକ୍ଷକ ଛାତ୍ରଙ୍କୁ ପ୍ରଶ୍ନ ପଚାରିଲେ; ରାମ ଗୋବିନ୍ଦକୁ ପଇସା ମାଗିଲା)