ଦ୍ୱିକର୍ମକ
(ଯେଉଁ କ୍ରିୟାର) ଦୁଇଟି କର୍ମ ଥାଏ — (a verb) Governing two objects.
(ଉଦାହରଣ—ଶିକ୍ଷକ ଛାତ୍ରଙ୍କୁ ପ୍ରଶ୍ନ ପଚାରିଲେ; ରାମ ଗୋବିନ୍ଦକୁ ପଇସା ମାଗିଲା)