ପାଟି ବୁଜିବା
ଦେଖଣା
ପାଟି ବୁଜିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଟି ବୁଜିବା
|
ପାଟି ବନ୍ଦ କରିବା, ପାଟି ମୁଦିବାଅନ୍ୟରୁପ
ଦେଶଜ - କ୍ରି. (ଅକର୍ମକ)
[ସମ୍ପାଦନା]- ୧. ଉଚ୍ଚୈଃସ୍ୱରରେ କଥାବାର୍ତ୍ତା ସ୍ଥଗିତ କରିବା — ୧. To stop loud talking.
- ୨. ଚୁପ୍ ରହିବା; କଥା ନ କହିବା — ୨. To shut up one's mouth; to cease talking; not to speak.