ପାଟି ବୁଜିବା

ଉଇକିଅଭିଧାନ‌ରୁ

ପାଟି ବୁଜିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ପାଟି ବନ୍ଦ କରିବା, ପାଟି ମୁଦିବାଅନ୍ୟରୁପ

ଦେଶଜ - କ୍ରି. (ଅକର୍ମକ)[ସମ୍ପାଦନା]

୧. ଉଚ୍ଚୈଃସ୍ୱରରେ କଥାବାର୍ତ୍ତା ସ୍ଥଗିତ କରିବା — ୧. To stop loud talking.
୨. ଚୁପ୍ ରହିବା; କଥା ନ କହିବା — ୨. To shut up one's mouth; to cease talking; not to speak.