ଚୋବାଇବା
ଚୋବାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଚେବେଇବା—ଅନ୍ୟରୂପ)
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରି. (ସଂସ୍କୃତ - ଚର୍ବଣ)[ସମ୍ପାଦନା]
- ୧. ଦାନ୍ତଦ୍ୱାରା ଖାଦ୍ୟାଦି ପେଷିବା —୧. To chew.
ତଦନ୍ତେ ତାମ୍ୱୁଳ ନଡ଼ିଆ ଚୋବାଇଲେ କୃଷ୍ଣସିଂହ. ମହାଭାରତ. ସଭା
- ୨. ଦୁଇ ପାଟିରେ ଦାନ୍ତକୁ ପରସ୍ପର ସହିତ ରଗଡ଼ିବା= To grind the teeth together.
(ଯଥା—ସେ ଦାନ୍ତ ଚୋବାଉଛି)
ପ୍ରାଦେଶିକ - (ଗଞ୍ଜାମ)କ୍ରିୟାପଦ -[ସମ୍ପାଦନା]
ଦଂଶନ କରିବା; କାମୁଡ଼ିବା — To bite.
ଅପରାଧ ବିନା ସେ ପିତାଙ୍କୁ ତୁମ୍ଭର ଚୋବାଇଲା ଦୁଷ୍ଟ ତକ୍ଷକ ନାଗବର—କୃଷ୍ଣସିଂହ. ମହାଭାରତ. ଆଦି