Jump to content

ଶେଢୁଆ

ଉଇକିଅଭିଧାନ‌ରୁ

ଶେ(ଢୁ)ଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଶିଢ଼ି ବା ନିଶୁଣି ପରି ଅଳ୍ପ ଓସାରିଆ (ନଦୀ) — (a river) Narrow like a ladder.

[ଦ୍ରଷ୍ଟବ୍ୟ —ଯେଉଁ ନିଈ ଅଳ୍ପ ଓସାର ଥିବାରୁ ତହିଁ ଉପରେ ନିଶୁଣି ପକାଇ ଲୋକ ପାରି ହୋଇ ପାରନ୍ତି]

ବିଶେଷ୍ୟ -

[ସମ୍ପାଦନା]

କାଠଜୋଡ଼ି ନଦୀରୁ କଟକ ନଗରର ୧ମାଇଲ ପୂର୍ବରେ ବାହାରିଥିବା ଶାଖା ନଦୀ —A branch river branching off from the Kāṭhajoṟḍ̠i about a mile east of the Cuttack town.