ଶେଢୁଆ
ଶେ(ଢୁ)ଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶେ(ଢୁ)ଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]ଶିଢ଼ି ବା ନିଶୁଣି ପରି ଅଳ୍ପ ଓସାରିଆ (ନଦୀ) — (a river) Narrow like a ladder.
[ଦ୍ରଷ୍ଟବ୍ୟ —ଯେଉଁ ନିଈ ଅଳ୍ପ ଓସାର ଥିବାରୁ ତହିଁ ଉପରେ ନିଶୁଣି ପକାଇ ଲୋକ ପାରି ହୋଇ ପାରନ୍ତି]
ବିଶେଷ୍ୟ -
[ସମ୍ପାଦନା]କାଠଜୋଡ଼ି ନଦୀରୁ କଟକ ନଗରର ୧ମାଇଲ ପୂର୍ବରେ ବାହାରିଥିବା ଶାଖା ନଦୀ —A branch river branching off from the Kāṭhajoṟḍ̠i about a mile east of the Cuttack town.