ବେଗେ
(ବେଗେଣ—ଅନ୍ୟରୂପ)
ବେଗି (ଦେଖ) - —Begi (See).
[ଉ— ଯୁଦ୍ଧ ମନ ଆଜ ଆଜନମ ସୁଖୀ ରାଜରାଜ ଭୁତି ଦାୟୀ ବେଗେ ସାଜ ସାଜ ହେ ଭ଼ଞ୍ଜ—ପ୍ରେମସୁଧାନିଧି; ନଳ ବେଗେଣ ବିଜେ କରନ୍ତୁ ଆସି ପ୍ରାଚୀ—ନଳଚରିତ]