ମାଗୁଣି
ମାଗୁଣି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ମାଗୁଣି
|
(ମାଗ, ମାଗୀ ମାଗୁ—ଆଦରାର୍ଥକ)
ମାଗା, ମାଗୁଆ, ମାଗୁଣିଆଅନାଦରର୍ଥକରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାର୍ଗଣ)[ସମ୍ପାଦନା]
- ୧. ମାଗଣ (ଦେଖ) - — ୧. Māgaṇa (See)
- ୨. ମାଗିବା — ୨. Begging.
- ୩. ପ୍ରାର୍ଥନା —୩. Request; prayer.
[ଉ—ମନେ ପଡ଼ିବ ପୁଣି ମୋର ମାଗୁଣି ରାଧାନାଥ ମେଘ ଦୂତ]
- ୪. (ପୁଂ ଓ ସ୍ତ୍ରୀ) ଅପର୍ତ୍ତିଆଣି ପୁରୁଷ ଓ ସ୍ତ୍ରୀଶିଶୁଙ୍କ ଦିଆଯିବା ନାମ —୪. A name given to infants whose elders have predeceased them.