ପରଷିବା
(ପରଷି ଦେବା—ଅନ୍ୟରୂପ)
ଖାଦ୍ୟ ପରିବେଷଣ କରିବା; ଖାଇବା ଲୋକର ପତ୍ରରେ ବା ପାତ୍ରରେ ଖାଦ୍ୟ ଦେବା — To serve food.
[ଉଦାହରଣ: ଦ୍ୱିଜଙ୍କୁ ପରଷିଲେ ଅନ୍ନ ତୋଷମନେ — କୃଷ୍ଣସିଂହ. ମହାଭାରତ, ସଭା]