Jump to content

ପରଷିବା

ଉଇକିଅଭିଧାନ‌ରୁ

ପରଷିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପରଷି ଦେବା—ଅନ୍ୟରୂପ)

ଦେଶଜ - କ୍ରିୟା. (ସଂସ୍କୃତ - ପରିବେଷଣ)

[ସମ୍ପାଦନା]

ଖାଦ୍ୟ ପରିବେଷଣ କରିବା; ଖାଇବା ଲୋକର ପତ୍ରରେ ବା ପାତ୍ରରେ ଖାଦ୍ୟ ଦେବା — To serve food.

[ଉଦାହରଣ: ଦ୍ୱିଜଙ୍କୁ ପରଷିଲେ ଅନ୍ନ ତୋଷମନେ — କୃଷ୍ଣସିଂହ. ମହାଭାରତ, ସଭା]