ନିଉଁଛଣା
ଦେଖଣା
ନିଉଁଛଣା
ଉଚ୍ଚାରଣ
[ସମ୍ପାଦନା]ନିଉଁଛୁଣା, ନୁଉଁଛଣା, ନୁଉଁଛୁଣାଅନ୍ୟରୂପ
(ନିଉଁଛୁଣୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ନୀଚ; ନିକୃଷ୍ଟ)
[ସମ୍ପାଦନା]୧ : ତୁଚ୍ଛ; ହୀନ; ଘୃଣ୍ୟ —Dispicable.
ଏ ଗୋବିନ୍ଦପୁର ଗାଁଟା ପୃଥିବୀର ନିଉଛୁଣୀ— ଫକୀରମୋହନ. ଛମାଣଆଠଗୁଣ୍ଠ
- ୨. ନିଷ୍ପ୍ରୟୋଜନ — ୨. Unnecessary.
- ୩. (ଗାଳିବିଶେଷ) ମନ୍ଦପ୍ରକୃତିବିଶିଷ୍ଟ; ହୀନପ୍ରକୃତିକ — ୩. Bad; evil; exceptionally bad.