ନିଉଁଛଣା

ଉଇକିଅଭିଧାନ‌ରୁ

ନିଉଁଛଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ନିଉଁଛୁଣା, ନୁଉଁଛଣା, ନୁଉଁଛୁଣାଅନ୍ୟରୂପ

(ନିଉଁଛୁଣୀ—ସ୍ତ୍ରୀ) 

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ନୀଚ; ନିକୃଷ୍ଟ)[ସମ୍ପାଦନା]

୧ : ତୁଚ୍ଛ; ହୀନ; ଘୃଣ୍ୟ —Dispicable.

ଏ ଗୋବିନ୍ଦପୁର ଗାଁଟା ପୃଥିବୀର ନିଉଛୁଣୀ— ଫକୀରମୋହନ. ଛମାଣଆଠଗୁଣ୍ଠ

୨. ନିଷ୍ପ୍ରୟୋଜନ — ୨. Unnecessary.
୩. (ଗାଳିବିଶେଷ) ମନ୍ଦପ୍ରକୃତିବିଶିଷ୍ଟ; ହୀନପ୍ରକୃତିକ — ୩. Bad; evil; exceptionally bad.