ଢମ
ଦେଖଣା
ଢମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦମ୍ଭ)
[ସମ୍ପାଦନା]- ୧. ଅହଙ୍କାର; ଗର୍ବ — ୧. Pride; arrogance.
ତମ ଯ କଲା ରାୟେ କଂସ ତାଳେ ଅସୁର ଗଲା ନାଶ ବଳରାମ ଦାସ, କମଳ ଲୋଚନ ନଉଚିଶ
- ୨. ଦମ୍ଭ; ଚାତର; ମୁହଁ ବାଲିଙ୍ଗି — ୨. Boast; vainglory; bragging.
- ୩. ସାରହୀନ ବାହ୍ୟାଡମ୍ୱର — ୩. Outward show without any inner worth.
(ଯଥା—କରଣ ସାଆନ୍ତମାନଙ୍କ ଢମକୁ ଉଚ୍ଚଶିକ୍ଷିତ କରଣ ଯୁବକମାନେ ମଧ୍ୟ ବିରାଗ ଚକ୍ଷୁରେ ଦେଖୁ ଅଛନ୍ତି)
- ୪. ଢଙ୍ଗ; ରୀତି —୪. Fashion; custom.