ଛାଇବା
ଛାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରି. (ସଂସ୍କୃତ - ଛଦ୍ ଧାତୁ=ବେଷ୍ଟନ କରିବା)[ସମ୍ପାଦନା]
- ୧. ଛୁଆଣି କରିବା; ଛପରବନ୍ଦ କରିବା — ୧. To thatch.
- ୨. ଆଚ୍ଛାଦନ କରିବା —୨. To cover.
ଛାଇଦେଲା ଶରେ ପାଞ୍ଚଙ୍କ ଅପଘନ କୃଷ୍ଣସିଂହ. ମହାଭାରତ ବନ
- ୩. ବିସ୍ତୃତ କରିବା —୩. To spread.
ସୁଦୃଢ଼େ କୁଶ କାଶ ଛାଇ ସେ ନଦୀତୀରେ ସୁଖେ ରହି ଜଗନ୍ନାଥ. ଭାଗବତ
- ୪. ଘେରିବା —୪. To surround.
- ୫. ବ୍ୟାପିବା —୫. To be diffused; to pervade.