ଛାଇବା
ଦେଖଣା
ଛାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଛଦ୍ ଧାତୁ=ବେଷ୍ଟନ କରିବା)
[ସମ୍ପାଦନା]- ୧. ଛୁଆଣି କରିବା; ଛପରବନ୍ଦ କରିବା — ୧. To thatch.
- ୨. ଆଚ୍ଛାଦନ କରିବା —୨. To cover.
ଛାଇଦେଲା ଶରେ ପାଞ୍ଚଙ୍କ ଅପଘନ କୃଷ୍ଣସିଂହ. ମହାଭାରତ ବନ
- ୩. ବିସ୍ତୃତ କରିବା —୩. To spread.
ସୁଦୃଢ଼େ କୁଶ କାଶ ଛାଇ ସେ ନଦୀତୀରେ ସୁଖେ ରହି ଜଗନ୍ନାଥ. ଭାଗବତ
- ୪. ଘେରିବା —୪. To surround.
- ୫. ବ୍ୟାପିବା —୫. To be diffused; to pervade.