Jump to content

ଘନଶ୍ୟାମ

ଉଇକିଅଭିଧାନ‌ରୁ

ଘନଶ୍ୟାମ

ଉଚ୍ଚାରଣ

[ସମ୍ପାଦନା]
(file)
  • (file)
  • (file)

ସଂସ୍କୃତ - ବିଶେଷଣ - (ଉପମିତ କର୍ମଧାରୟ; ଘନ+ଶ୍ୟାମ)

[ସମ୍ପାଦନା]

ଗାଢ଼ ଶ୍ୟାମଳବର୍ଣ୍ଣ ଶରୀରବିଶିଷ୍ଟ —Having a deep blue or deep dark complexion; dark-skinned.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସକଳ ମେଘ ପରି ଗାଢ଼ କଳାରଙ୍ଗ — ୧. Deep dark colour (like that of a rain-cloud).

୨. ଶ୍ରୀକୃଷ୍ଣ ନାମ —୨. A name of Ṡrīkṛushṇa (who-was dark-skinned).

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ଲୋକଙ୍କ ନାମ — ୧. A name given to males.
୨. ନୀଳ ମେଘ —୨. Blue cloud.

ବିଜେକର ଘନଶ୍ୟାମ ସେ ହେଉ ସାରଙ୍ଗ—ଭଞ୍ଜ. ବୈଦେହୀଶବିଳାସ