ଘନଶ୍ୟାମ

ଉଇକିଅଭିଧାନ‌ରୁ

ଘନଶ୍ୟାମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ସଂସ୍କୃତ - ବିଶେଷଣ - (ଉପମିତ କର୍ମଧାରୟ; ଘନ+ଶ୍ୟାମ)[ସମ୍ପାଦନା]

ଗାଢ଼ ଶ୍ୟାମଳବର୍ଣ୍ଣ ଶରୀରବିଶିଷ୍ଟ —Having a deep blue or deep dark complexion; dark-skinned.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ସକଳ ମେଘ ପରି ଗାଢ଼ କଳାରଙ୍ଗ — ୧. Deep dark colour (like that of a rain-cloud).

୨. ଶ୍ରୀକୃଷ୍ଣ ନାମ —୨. A name of Ṡrīkṛushṇa (who-was dark-skinned).

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. ଲୋକଙ୍କ ନାମ — ୧. A name given to males.
୨. ନୀଳ ମେଘ —୨. Blue cloud.

ବିଜେକର ଘନଶ୍ୟାମ ସେ ହେଉ ସାରଙ୍ଗ—ଭଞ୍ଜ. ବୈଦେହୀଶବିଳାସ