ମାପୁଣି
ମାପୁଣି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ମାପୁଣି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମା ଧାତୁ ଣିଚ ମାପିଧାତୁ)[ସମ୍ପାଦନା]
- ୧. ପରିମାପକ; ଶସ୍ୟ ଆଦିକୁ ମାପ କରିବା ଲୋକ —୧. Measurer.
- ୨. ମାପିବା କ୍ରିୟା —୨. Act of measuring.
- ୩. ଶସ୍ୟାଦି ମାପିବା ବ୍ୟକ୍ତିକୁ ଦିଆଯିବା ପାରିଶ୍ରମିକ —୩. Remuneration paid to a measure of grains.