ମାପୁଣି
ଦେଖଣା
ମାପୁଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାପୁଣି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମା ଧାତୁ ଣିଚ ମାପିଧାତୁ)
[ସମ୍ପାଦନା]- ୧. ପରିମାପକ; ଶସ୍ୟ ଆଦିକୁ ମାପ କରିବା ଲୋକ —୧. Measurer.
- ୨. ମାପିବା କ୍ରିୟା —୨. Act of measuring.
- ୩. ଶସ୍ୟାଦି ମାପିବା ବ୍ୟକ୍ତିକୁ ଦିଆଯିବା ପାରିଶ୍ରମିକ —୩. Remuneration paid to a measure of grains.