ପାରିଧି
ମୃଗୟା; ଶିକାର — Sport; hunting; chase.
ଶେଷ ତୋର, ଖଳ ଆଜି ମାନବ ପାରିଧି ସେହି ପାରିଧିର ଲକ୍ଷ ହେବୁ ତୁହି ଆପେ ଚିନ୍ତାମଣି. ବିକ୍ରମାଦିତ୍ୟ