Jump to content

ପାରିଧି

ଉଇକିଅଭିଧାନ‌ରୁ

ପାରିଧି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ତୁଳ. ହିନ୍ଦୀ - ପାରଧୀ=ବ୍ୟାଧ, ଶିକାରୀ; ସଂସ୍କୃତ - ପରିଧି= ଚାରିଆଡ଼େ ବେଷ୍ଟନ, ବେଢ଼ିବା)

[ସମ୍ପାଦନା]

ମୃଗୟା; ଶିକାର — Sport; hunting; chase.

ଶେଷ ତୋର, ଖଳ ଆଜି ମାନବ ପାରିଧି ସେହି ପାରିଧିର ଲକ୍ଷ ହେବୁ ତୁହି ଆପେ ଚିନ୍ତାମଣି. ବିକ୍ରମାଦିତ୍ୟ