ଶେଠ
ଦେଖଣା
ଶେଠ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଶ୍ରେଷ୍ଠ)
[ସମ୍ପାଦନା]ଶ୍ରେଷ୍ଠ; ପ୍ରଧାନ —Chief; principal.
=== ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ଶ୍ରୋଷ୍ଠୀ)
- ୧. ବଡ଼ ବଣିକ —୧. A big merchant.
- ୨. ବୈଶ୍ୟଙ୍କ ବଶୋପାଧିବିଶେଷ —୨. A family title of Baiṡyas.
- ୩. ଧନୀ —୩. A rich man.
- ୪. ଲକ୍ଷପତି —୪. A milinair.
[ଦ୍ରଷ୍ଟବ୍ୟ —ଭାରତରେ ଉତ୍ତତର ଓ ଉତ୍ତର ପଶ୍ଚିମାଞ୍ଚଳରେ ବଣିକମାନଙ୍କ ନାମ ପୂର୍ବରେ ଶେଠ ଉପାଧି ଲାଗେ ଯଥ— ଶେଠ ଦୁଲାଲଚାନ୍ଦ]
- ୫. ଶିଠ ଇତ୍ୟାଦି (ଦେଖ) - — ୫. Ṡitha etc (See)