Jump to content

ଶେଠ

ଉଇକିଅଭିଧାନ‌ରୁ

ଶେଠ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଶ୍ରେଷ୍ଠ)[ସମ୍ପାଦନା]

ଶ୍ରେଷ୍ଠ; ପ୍ରଧାନ —Chief; principal.

=== ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ଶ୍ରୋଷ୍ଠୀ)

୧. ବଡ଼ ବଣିକ —୧. A big merchant.
୨. ବୈଶ୍ୟଙ୍କ ବଶୋପାଧିବିଶେଷ —୨. A family title of Baiṡyas.
୩. ଧନୀ —୩. A rich man.
୪. ଲକ୍ଷପତି —୪. A milinair.

[ଦ୍ରଷ୍ଟବ୍ୟ —ଭାରତରେ ଉତ୍ତତର ଓ ଉତ୍ତର ପଶ୍ଚିମାଞ୍ଚଳରେ ବଣିକମାନଙ୍କ ନାମ ପୂର୍ବରେ ଶେଠ ଉପାଧି ଲାଗେ ଯଥ— ଶେଠ ଦୁଲାଲଚାନ୍ଦ]

୫. ଶିଠ ଇତ୍ୟାଦି (ଦେଖ) - — ୫. Ṡitha etc (See)