ପାଳନୀୟ
(ପାଳନୀୟା—ସ୍ତ୍ରୀ)
ରକ୍ଷଣୀୟ ପାଳିବାର ଯୋଗ୍ୟ (ପାଳିବାର ଭିନ୍ନ ଭିନ୍ନ ଅର୍ଥରେ ପ୍ରଯୁଯ୍ୟ) —Fit to be protected, tended reared up, observed, followed etc (See Pāḻibā)