Jump to content

ପାଳନୀୟ

ଉଇକିଅଭିଧାନ‌ରୁ

ପାଳନୀୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପାଳନୀୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁ.—(ପାଳି. ଧାତୁ+କର୍ମ. ଅନୀୟ)[ସମ୍ପାଦନା]

ରକ୍ଷଣୀୟ ପାଳିବାର ଯୋଗ୍ୟ (ପାଳିବାର ଭିନ୍ନ ଭିନ୍ନ ଅର୍ଥରେ ପ୍ରଯୁଯ୍ୟ) —Fit to be protected, tended reared up, observed, followed etc (See Pāḻibā)