ଚହକିବା
ଚମକିବା (ଦେଖ) - Chamakibā (See)
ଚନ୍ଦ୍ରକୁ ଚନ୍ଦ୍ରିକା ପିଇବା ଆଶେ ଚକୋର ପରି ଅନସରି ପାଶେ କିନ୍ତୁଥାଇ ଅସାଧାରଣ ଫଳ ଚହକିଲାକାଳେ ସମ୍ପତ୍ତି ମୁଳ—କବିସୂର୍ଯ୍ୟ. କବିତାକଲ୍ଲୋକିନୀ