କଟାରୀ
ଦେଖଣା
କଟାରୀ —
ଉଚ୍ଚାରଣ: Kaṭārī
কাটারী
कटार
ଦେ. ବି —
୧: କଟାର (ଦେଖ) ୧. Kaṭā (See)
୨: କଟ୍ଟାରି (ଦେଖ) ୨. Kaṭṭāri (See)
୩: ଗୁର୍ଖାମାଙ୍କ ବ୍ୟବହୃତ ବାଙ୍କଛୁରୀ; କୁକ୍ରୀ — ୩. The Kukrī bent knife used by the Gurkhas.
କଟିଦେଶେ ବିଲମ୍ବିତ କଟାରୀ ପିଧାନେ ରାଧାନାଥ. ମହାୟାତ୍ରା