କଟାରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟାରୀ
ଉଚ୍ଚାରଣ: Kaṭārī
কাটারী कटार

ଦେ. ବି —

୧: କଟାର (ଦେଖ) ୧. Kaṭā (See)

୨: କଟ୍ଟାରି (ଦେଖ) ୨. Kaṭṭāri (See)

୩: ଗୁର୍ଖାମାଙ୍କ ବ୍ୟବହୃତ ବାଙ୍କଛୁରୀ; କୁକ୍ରୀ — ୩. The Kukrī bent knife used by the Gurkhas.

କଟିଦେଶେ ବିଲମ୍ବିତ କଟାରୀ ପିଧାନେ ରାଧାନାଥ. ମହାୟାତ୍ରା