କରମ୍ବିତ
ଦେଖଣା
କରମ୍ବିତ —
ଉଚ୍ଚାରଣ: Karambita
ସଂ. ବିଣ (କରମ୍ବ+ସମ୍ବନ୍ଧାର୍ଥେ. ଇତ) —
୧: ମିଳିତ; ଏକତ୍ର —୧. Gathered together; mixed together.
କରମ୍ବିତ ହୋଇକରି ଗୋପେ ମିଳି; କଉତୁକେ ଅସୁରୀ କି ଦେଲେ ଜାଳି—ଦୀନକୃଷ୍ଣ. ରସକଲ୍ଲୋଳ
୨: ମିଶ୍ରିତ —୨. Intermingled; blended.
୩: ଖଚିତ; ସୁନାଉପରେ ଜଡ଼ାଉ ହୋଇଥିବା (ରତ୍ନାଦି) — ୩. Inlaid; (gems) set over gold.