କରମ୍ବିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରମ୍ବିତ
ଉଚ୍ଚାରଣ: Karambita

ସଂ. ବିଣ (କରମ୍ବ+ସମ୍ବନ୍ଧାର୍ଥେ. ଇତ) —

୧: ମିଳିତ; ଏକତ୍ର —୧. Gathered together; mixed together.

କରମ୍ବିତ ହୋଇକରି ଗୋପେ ମିଳି; କଉତୁକେ ଅସୁରୀ କି ଦେଲେ ଜାଳି—ଦୀନକୃଷ୍ଣ. ରସକଲ୍ଲୋଳ

୨: ମିଶ୍ରିତ —୨. Intermingled; blended.

୩: ଖଚିତ; ସୁନାଉପରେ ଜଡ଼ାଉ ହୋଇଥିବା (ରତ୍ନାଦି) — ୩. Inlaid; (gems) set over gold.