କପାଳହୀନ
ଦେଖଣା
କପାଳହୀନ —
ଉଚ୍ଚାରଣ: Kapāḻahīna
(କପାଳହୀନା—ସ୍ତ୍ରୀ)
ସଂ. ବିଣ. ପୁଂ. (ବହୁବ୍ରୀହି; କପାଳ+ହୀନ) —
ହତଭାଗ୍ୟ —Unfortunate; luckless.
କପାଳହୀନ —
ଉଚ୍ଚାରଣ: Kapāḻahīna
(କପାଳହୀନା—ସ୍ତ୍ରୀ)
ସଂ. ବିଣ. ପୁଂ. (ବହୁବ୍ରୀହି; କପାଳ+ହୀନ) —
ହତଭାଗ୍ୟ —Unfortunate; luckless.