କପାଳହୀନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପାଳହୀନ
ଉଚ୍ଚାରଣ: Kapāḻahīna
(କପାଳହୀନା—ସ୍ତ୍ରୀ)

ସଂ. ବିଣ. ପୁଂ. (ବହୁବ୍ରୀହି; କପାଳ+ହୀନ) —

ହତଭାଗ୍ୟ —Unfortunate; luckless.