ଧର୍ମାନୁଷ୍ଠାନ

ଉଇକିଅଭିଧାନ‌ରୁ

ଧର୍ମାନୁଷ୍ଠାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧର୍ମ+ ଅନୁଷ୍ଠାନ)[ସମ୍ପାଦନା]

୧. ଧର୍ମ କାର୍ଯ୍ୟ ୧. Religious practice.
୨. ଧର୍ମାଚରଣ —୨. Practising of peity.
୩. ଯେଉଁ ସ୍ଥାନରେ ଧର୍ମକାର୍ଯ୍ୟ କରାଯାଏ — ୩. A religious institution or establishment.