ଧର୍ମାନୁଷ୍ଠାନ
ଉଇକିଅଭିଧାନ ରୁ
Jump to navigation
Jump to search
ଧର୍ମାନୁଷ୍ଠାନ
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧର୍ମ+ ଅନୁଷ୍ଠାନ)[ସମ୍ପାଦନା]
- ୧. ଧର୍ମ କାର୍ଯ୍ୟ ୧. Religious practice.
- ୨. ଧର୍ମାଚରଣ —୨. Practising of peity.
- ୩. ଯେଉଁ ସ୍ଥାନରେ ଧର୍ମକାର୍ଯ୍ୟ କରାଯାଏ — ୩. A religious institution or establishment.